ଜିସୁର୍ ମଃର୍ନ୍
33 ସେଦିନ୍ ମଃୟ୍ଦାନ୍ ମୁଣ୍ଡେବଃଳ୍ହୁଣି ତିନି ଗଃଟାହଃତେକ୍ ଦେସ୍ଜାକ ଅଃନ୍ଦାର୍ ଅୟ୍ଲି । 34 ତିନି ଗଃଟା ବଃଳ୍ ଜିସୁ ଉଲ୍ଗାଟ୍ ଅୟି କୟ୍ଲା "ଏଲହି, ଏଲହି, ଲାମା ସାବାକ୍ତାନି । ବଃଲେକ୍, ଏ ମର୍ ଇସ୍ୱର୍, ଏ ମର୍ ଇସ୍ୱର୍, ମକେ କାୟି କଃରୁକେ ହାକ୍ରେହଃକାୟ୍ ଆଚ୍ସି ?"