15 ଆରେକ୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଜଃଗତାର୍ ଚାରିହାକ୍ ଜାୟ୍, ସଃବୁ ଜାତିର୍ ଲକ୍ମଃନାର୍ ତଃୟ୍ ଇ ନିକ କବୁର୍ ପର୍ଚାର୍ କଃରା । 16 ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
Publicidade
Publicidade