ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍
31 ସଃଡେବଃଳ୍ ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍ ଆୟ୍ଲାୟ୍ ଆର୍ ହଃଦାୟି ଟିଆଅୟ୍ ଜିସୁକେ କୁଦୁକେ କବୁର୍ ହଃଟାୟ୍ଲାୟ୍ । 32 ଜଃଡେବଃଳ୍ ଜିସୁର୍ ଚାରିହାକ୍ ଲକ୍ମଃନ୍ ରୁଣ୍ଡିକଃରି ବଃସିରିଲାୟ୍, ସେମଃନ୍ ଜିସୁକେ କୟ୍ଲାୟ୍, "ତର୍ ଆୟ୍ଦି, ବାୟ୍ଦି ଆର୍ ବେଣିମଃନ୍ ହଃଦାୟ୍ରଃୟ୍ ତକେ ଲଳୁଲାୟ୍ ।"
33 ଜିସୁ ସେ ଲକ୍ମଃନ୍କେ କୟ୍ଲା, "କେଏ ମର୍ ଆୟା, ଆର୍ କେଏ ମର୍ ବାୟ୍ମଃନ୍ ?" 34 ଜିସୁ ସେତି ବଃସିରିଲା ଚାରିବେଳ୍ତାର୍ ଲକ୍କେ ଦଃକିକଃରି ସେ କୟ୍ଲା, "ଦଃକା ! ଇ ଲକ୍ମଃନ୍ ମର୍ ଆୟା ଆର୍ ବାୟ୍ମଃନ୍, 35 ଜୁୟ୍ଲକ୍ ଇସ୍ୱରାର୍ ଇଚା ହୁରୁଣ୍ କଃରେଦ୍ ସେ ଲକ୍ ମର୍ ବାୟ୍, ବେଣି ଆର୍ ଆୟା ।"