3 "ସୁଣା ଗଟେକ୍ ମାନାୟ୍ ତାର୍ ହଃଦାୟି ବିଆନ୍ ବୁଣୁକ୍ ବାରାୟ୍ଲା । 4 ସେ ବିଆନ୍ ବୁଣ୍ତା ବଃଳ୍, କଃତେକ୍ ବିଆନ୍ ବାଟ ଲଃଗେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେ ସଃବୁ କାୟ୍ଲାୟ୍ । 5 ଆର୍ କଃତେକ୍ ବିଆନ୍ ଅଃଳକ୍ ମାଟିରିଲା ଟେଳା ବୁୟେଁ ଅଦୁର୍ଲି, ଆର୍ ଅଃଳକ୍ ମାଟି ରିଲି ଲାଗି ବେଗି ଗଃଜା ଅୟ୍ଲି । 6 ମଃତର୍ ବେଳ୍ ଉଦି କଃରା କଃଲାକ୍ ଗଃଜା ସଃବୁ ହଡିଗଃଲି, ଚେର୍ ସଃବୁ ମାଟି ବିତ୍ରେ ଜାୟ୍ ନଃରିଲାକ୍ ଗଃଜାମଃନ୍ ସୁକିଗଃଲି । 7 କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟା ବୁଟାମଃନ୍ ବାଡ୍ଲି ଆର୍ ସେ ଗଃଜାମଃନ୍କେ ଚାହ୍ଲି, ତଃବାର୍ଗିନେ ସେ ଗଃଚେ ହଃଳ୍ ନଃଦେର୍ଲି । 8 ମଃତର୍ ବିନ୍ କଃତେକ୍ ବିଆନ୍ ନିକ ବୁୟେଁ ଅଦୁର୍ଲି, ଆର୍ ସେରି ଗଃଜା ଅୟି ବାଡିକଃରି ହଃଳ୍ ହଃଳ୍ଲି, କଃତେକ୍ ତିରିସ୍ ଗୁଣ୍, କଃତେକ୍ ସାଟେ ଗୁଣ୍ ଆର୍ ସଏ ଗୁଣ୍ ହଃଳ୍ଲି ।"
9 ଜିସୁ କୟ୍ଲା, "ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"