ଜିସୁ ଗଟ୍ କାଣାକେ ଆକି ଦଃକାୟ୍ଲା
22 ତାର୍ହଃଚେ ସେମଃନ୍ ବେତ୍ସାଇଦା ଆୟ୍ଲାୟ୍ । ସେତି କଃତେକ୍ ଲକ୍ ଗଟ୍ କାଣାକେ ଜିସୁର୍ ଲଃଗେ ଆଣି, ତାକ୍ ଚିଉଁକ୍ ଜିସୁକେ କାନିକଃର୍ମ୍ ଅୟି ଗଃଉଆରି କଃଲାୟି । 23 ଜିସୁ ସେ କାଣାର୍ ଆତେ ଦଃରି ଗାଉଁଏ ହୁଣି ତାକ୍ ବାର୍କଃରି ନିଲା, ଆର୍ ତାର୍ ଆକାୟ୍ ଲାଳ୍ ଲାଗାୟ୍ଲା, ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ କଃରି ତାକ୍ ହଃଚାର୍ଲା, "ତୁୟ୍ କାୟିରି ଦଃକୁ ହାରୁଲିସ୍ କି ?"
24 ସେ ଦଃକି କୟ୍ଲା, "ହେଁ ମୁଁୟ୍ ଲକ୍ମଃନ୍କେ ଦଃକୁଲେ, କାୟିତାକ୍ବଃଲେକ୍ ମୁଁୟ୍ ଗଃଚ୍ ହର୍ କାୟିରି ଅଲେ ଇଣ୍ଡ୍ତାର୍ ଦଃକୁଲେ ।" 25 ତାର୍ହଃଚେ ଜିସୁ ଆରେକ୍ ସେ କାଣାର୍ ଆକାୟ୍ ଚୁୟ୍ଲା, ତଃବେ ସେ ନିକକଃରି ଦଃକ୍ଲା, ଆର୍ ସେ କାଣା ନିକ ଅୟି ସଃବୁ ବିସୟ୍କେ ନିକକଃରି ଦଃକୁକ୍ ଦଃର୍ଲା । 26 ତାର୍ହଃଚେ ଜିସୁ ତାକ୍ ନିଜାର୍ ଗଃରେ ହଃଟାୟ୍ ଦଃୟି କୟ୍ଲା, "ଇ ଗାଉଁ ବିତୁର୍କେ ହେଁ ତୁୟ୍ ମୁଳ୍କେ ଜାନାୟ୍ଁ ।"