36 ତାର୍ହଃଚେ ଜିସୁ ଗଟେକ୍ ସାନ୍ ହିଲାକ୍ ଦଃରିକଃରି ସଃବୁ ଲକାର୍ ମଃଜାୟ୍ ଟିଆକଃଲା ଆର୍ ସେ ହିଲାକ୍ କଳେ ଦଃରି ସେମଃନ୍କେ କୟ୍ଲା, 37 "ଜୁୟି ଲକ୍ ମର୍ ନାଉଁଏ ଇବାନ୍ୟା ସାନ୍ ହିଲାକ୍ ଦଃରେଦ୍, ସେମାନାୟ୍ ମକ୍ ଦଃରେଦ୍, ଜୁୟି ମାନାୟ୍ ମକ୍ ଦଃରେଦ୍ ସେ ମାନାୟ୍ ମକ୍ ନଃଦେରେ, ମଃତର୍ ସେ ମକ୍ ହଃଟାୟ୍ଲା ଉବାକ୍ ଦଃରେଦ୍ ।"
Publicidade
Publicidade