14 ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ? 15 ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟି ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ । 16 ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, "ଏ ମାପୁର୍ କେଏ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ ?" 17 ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
Publicidade
Publicidade