9 ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପୁର୍ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍; 10 ମଃନ୍ବିତ୍ରେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉଁହାରୁଆଁ ଆର୍ ଟଣ୍ଡେ ମାପୁର୍ ବଃଲି କୟ୍ଲେକ୍ ଅଃମିମଃନ୍ ମୁକ୍ତି ହାଉଁହାରୁଆଁ ।
Publicidade
Publicidade