6 ୧୨:୬ ୧ କର ୧୨:୪-୧୧.ଆର୍ ଅଃମିକ୍ ଦିଆ ଅୟ୍ଲା ଦଃୟା ହଃର୍କାରେ ଅଃଲ୍ଗା ଅଃଲ୍ଗା ଦାନ୍ ହାୟ୍ଁ ଆଚୁ, ତଃବେ ସେ ଦାନ୍ ଜଦି ବାବ୍ବାଣି ଅୟ୍ଦ୍ ଆସା ଅଃମିମଃନ୍ ବିସ୍ୱାସ୍ ହଃର୍କାରେ କାମ୍ କଃରୁଆଁ; 7 ସେରି ଜଦି ସେବା କାମ୍ ଅୟିଲେକ୍ ଆସା ଅଃମିମଃନ୍ ସେବା କାମେ ଲାଗି ରେଉଅ । ଜେ ସିକ୍ୟା ଦଃୟ୍ଦ୍ ସେ ସିକ୍ୟା ଦେଉଁକେଅଃୟ୍ଦ୍ । 8 ଆର୍ ଜେ ଉପ୍ଦେସ୍ ଦଃୟ୍ଦ୍ ସେ ଉପ୍ଦେସ୍ ଦେଉଁକେ କାମେ ଲାଗି ରେଉଅ, ଜେ ଦାନ୍ ଦଃୟ୍ଦ୍ ସେ ସଃର୍ଦା ମଃନେ ଦେଅ, ଜାର୍ ସଃବୁ ବୁଜ୍ତାର୍ ଦାୟିତ୍ ଆଚେ ସେ ଜଃତୁନେ ସଃବୁ କାମ୍ କଃର; ଜେ ଦଃୟା କଃରେଦ୍ ସେ ସଃର୍ଦା ମଃନେ ସେରି କଃର୍ ।