ଅଃଦିକାରି ମଃନ୍କେ ମାନ୍ତାର୍
1 ସଃବୁଲକ୍ ଅଃଦିକାର୍ ହାୟ୍ଲା ସାସନ୍କଃର୍ତାର୍ ଲକ୍ମଃନାର୍ କଃତା ମାନା, ବଃଲେକ୍ ଅଃଦିକାର୍ ଇସ୍ୱରାର୍ ତଃୟ୍ ହୁଣି ଆସେଦ୍, ଆରେକ୍ ଜୁୟ୍ସଃବୁ ଅଃଦିକାର୍ ହାୟ୍ରେତା ସାସନ୍କଃର୍ତା ଆଚ୍ତି; ଇସ୍ୱର୍ ସେମଃନ୍କେ ବାଚିଆଚେ । 2 ତଃବେ ଜେ ଅଃଦିକାର୍କେ ବିରଦ୍ କଃରେଦ୍, ସେ ଇସ୍ୱରାର୍ ବିଦିର୍ ବିରଦ୍ କଃରେଦ୍; ଆରେକ୍ ଜୁୟି ଲକ୍ମଃନ୍ କଃର୍ତି ସେମଃନ୍ ଅଃହ୍ଣା ଅଃହ୍ଣାର୍ ଉହ୍ରେ ଡଃଣ୍ଡ୍ ଆଣ୍ତି ।