ଇସ୍ୱରାର୍ ନିଆୟ୍ ବିଚାର୍
1 ଏ ମାନାୟ୍ ତୁମିମଃନ୍ କାୟିରି ବିନ୍ ଲକ୍ମଃନାର୍ ବିଚାର୍ କଃରୁଲାସ୍ ? ତୁମି ଜୁୟ୍ଲକ୍ ଅୟିଲେକ୍ ହେଁ, ଇରି କଃର୍ତାର୍ ତୁମାର୍ ହାଁୟ୍ ଟିକ୍ ନୟ୍ । ବିନ୍ ଲକାର୍ ଦଃସ୍ ଦଃରି ତୁମି ଜଦି ସେରି କଃର୍ତି ରିଆସ୍, ସେତାର୍ ଗିନେ ତୁମି ନିଜ୍କେ ଦସି କଃରୁଲାସ୍ ।