19 ଅଃମିମଃନ୍ ଜାଣୁଲୁ, ଜୁୟି ଲକ୍ମଃନ୍ ମସାର୍ ବିଦିର୍ ତଃଳେ, ତାର୍ ସଃବୁ ବିଦିବିଦାନ୍ ସେମଃନ୍ ମାନୁକେ ହଃଳେଦ୍ । ଇସ୍ୱର୍ ଜୁୟ୍ଦିନ୍ ସଃରା ଜଃଗତାର୍ ବିଚାର୍ କଃରେଦ୍, ବିଦି ଅମାନ୍ୟାକାରିମଃନ୍ କାୟିହେଁ ବାବ୍ନା ଦଃକାୟ୍ ନିଜ୍କେ ନିର୍ଦସି ବଃଲି କଃଉଁକେ ନାହାର୍ତି ।
Publicidade