2 ଅଃଣ୍ଡ୍ରା ଜିବନ୍ ରେତା ହଃତେକ୍ ତାର୍ ଡକୁର୍ସି ତାର୍ ସଃଙ୍ଗ୍ ବିବା ବାନ୍ଦୁଣେ ବାନ୍ଦି ଅୟି ରଃୟ୍ଦ୍, ମଃତର୍ ଅଃଣ୍ଡ୍ରା ମଃରି ଗଃଲେକ୍ ମାୟ୍ଜି ଇ ବିଦି ତଃୟ୍ହୁଣି ମୁକ୍ଳେଦ୍ । 3 ଅଃଣ୍ଡ୍ରା ଜିବନ୍ ରେଉଁ ରେଉଁ, ଡକୁର୍ସି ଜଦି ବିନ୍ ଅଃଣ୍ଡ୍ରାକେ ବିବା ଅୟ୍ଦ୍, ତାକେ ଦାରିଆଣି ବଃଲି କଃଉଆ ଅୟ୍ଦ୍; ମଃତର୍ ଅଃଣ୍ଡ୍ରା ଜଦି ମଃରେଦ୍, ତଃବେ ମାୟ୍ଜି ମସାର୍ ବିଦି ତଃୟ୍ହୁଣି ମୁକ୍ତି ଅୟ୍ଦ୍, ଆର୍ ସେ ବିନ୍ ଅଃଣ୍ଡ୍ରାକେ ବିବା ଅୟିଲେକ୍, ସେ ଦାରିଆଣି ନୟ୍ ।
Publicidade
Publicidade