11 ଆର୍ ଜେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଜିସୁକେ ଉଟାୟ୍ଲା ତାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ତଃବେ ଜେ ମଃଲା ଲକାର୍ ବିତ୍ରେ ହୁଣି କ୍ରିସ୍ଟ ଜିସୁକେ ଉଟାୟ୍ଲା, ସେ ତୁମିମଃନାର୍ ତଃୟ୍ ବାସା କଃର୍ତି ରେତା ଅଃହ୍ଣାର୍ ଆତ୍ମାର୍ ଗିନେ ତୁମିମଃନାର୍ ଜଃଗତାର୍ ଗଃଗାଳ୍କେ ହେଁ ଜିବନ୍ ଦଃୟ୍ଦ୍ ।
Publicidade
Publicidade