5 କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍ ଜଃଗତାର୍ ସେମଃନ୍ ଗଃଗାଳାର୍ ବିସୟେ ମଃନ୍ ଦେତି, ମଃତର୍ ଜୁୟି ଲକ୍ମଃନ୍ ଆତ୍ମାର୍ ମଃନାର୍ ଲକ୍, ସେମଃନ୍ ଆତ୍ମାର୍ କଃତାୟ୍ ମଃନ୍ ଦେତି । 6 କାୟିତାକ୍ବଃଲେକ୍ ଗଃଗାଳାର୍ ବାବ୍ନା ମଃର୍ନ୍ ଦଃୟ୍ଦ୍, ମଃତର୍ ଆତ୍ମାର୍ ଗୁଣ୍ ଜିବନ୍ ଆର୍ ସୁସ୍ତାର୍ । 7 ଜଃନ୍ ଗଃଗାଳାର୍ ବାବ୍ ଇସ୍ୱରାର୍ ବିରୁଦେ ସଃତ୍ରୁ, ବଃଲେକ୍ ସେରି ଇସ୍ୱରାର୍ ବିଦିର୍ ତଃଳିଆ, ଆରେକ୍ ତଃଳିଆ ଅଃଉଁକେ ନାହାରେ । 8 ଜୁୟି ଲକ୍ମଃନ୍ ଗଃଗାଳାର୍ ତଃଳେ ଆଚ୍ତି, ସେମଃନ୍ ଇସ୍ୱରାର୍ ସଃନ୍ମତ୍ ଅଃଉଁକେ ନଃହାର୍ତି ।
Publicidade
Publicidade