ବିସ୍ୱାସ୍ ଆର୍ ସଃମ୍ବାଳ୍ତାର୍
2 ଏ ମର୍ ବାୟ୍ବେଣିମଃନ୍, ତୁମିମଃନ୍ ଜଃଡେବଃଳ୍ ବିନ୍ବିନ୍ ରଃକମାର୍ ପରିକ୍ୟାୟ୍ ହଃଳାସ୍, ସଃଡେବଃଳ୍ ସେରି ବଃଡେ ବାୟ୍ଗାର୍ କଃତା ବଃଲି ମଃନେ ବାବା । 3 କାୟିତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟି ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ । 4 ଆର୍ ତୁମିମଃନ୍ ଜଃନ୍କଃରି କୁୟି କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ ।