11 ବଃଲେକ୍ ସଃବୁ ମାନାୟ୍ର୍ ମୁକୁଳ୍ତାର୍ ଗିନେ ଇସ୍ୱରାର୍ ଦଃୟା ଜାଣା ହଃଳିଆଚେ । 12 ଆର୍ ଅଃମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଆର୍ ଜଃଗତାର୍ ଲାଳସା ଚାଡିକଃରି ଇ ଆଜିର୍ ଜଃଗତେ ନିକବୁଦି, ଦଃର୍ମି ଇସ୍ୱର୍କେ ସଃର୍ଦାକଃର୍ତା ଜିବନ୍ କାଟୁନ୍ଦ୍ ।