ମେଷଶାବକଙ୍କ ବିବାହ ଭୋଜ
5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା,
"ହେ ଈଶ୍ବରଙ୍କ ଦାସମାନେ,
ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ,
ତାହାଙ୍କର ପ୍ରଶଂସା କର।"