11 "ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର,
ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ,
ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ,
ଆଉ ତୁମ୍ଭ ଇଚ୍ଛାରେ,
ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।"
11 "ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର,
ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ,
ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ,
ଆଉ ତୁମ୍ଭ ଇଚ୍ଛାରେ,
ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।"