ଯୂନସଙ୍କ ପ୍ରାର୍ଥନା
1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। 2 ଆଉ, ସେ କହିଲେ,
"ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି,
ତହିଁରେ ସେ ମୋତେ ଉତ୍ତର ଦେଲେ,
ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି,
ତୁମ୍ଭେ ମୋର ରବ ଶୁଣିଲ।

+581 estão orando agora.
Junte-se à corrente de oração.