7 ତେବେ ତମେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍ ଆତ୍ମାର୍ ଦାନ୍ ମିଲାଇ ଆଚାସ୍ । 8 ଜେନ୍ତିକି ଆମର୍ ମାପ୍ରୁ ଜିସୁ ଆଇବା ଦିନେ ତମ୍କେ କାଇ ମିସା ନିନ୍ଦା ନ ଅ । ଏଟାର୍ପାଇ ମାପ୍ରୁ ତମ୍କେ ସାରାସାରି ଜାକ ମିସା ତବିର୍ କରି ସଙ୍ଗଇସି ।
Publicidade