29 ଜଦି ପର୍ମେସରର୍ଟାନେଅନି କାତା ପାଇ, ଜାନାଇବା ଲକ୍ ଆଚତ୍, ତେବେ ଦୁଇ ଲକ୍ କି ତିନ୍ ଲକ୍ ରଇବାର୍ । ସେ ବେଲାଇ ତେଇ ରଇଲା ଲକ୍ମନ୍ ସେ ବାକିଅ ବିଚାର୍ କର୍ବାର୍ ଆଚେ । 30 ମାତର୍ ଉପାସନାତେଇ ରଇବା ଜଦି କାକେ ଅଟାତ୍ ପର୍ମେସରର୍ ଟାନେ ଅନି କାତା ପାଇସି, ତେବେ ବାକିଅ କଇତେରଇବା ଲକ୍ ତେଇ ବନ୍ଦ୍ କରିରଇବାର୍ ଆଚେ ।
Publicidade
୧ମ କରନ୍ତିୟ 14
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.