21 ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ । 22 ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
Publicidade
୧ ମ ଜଅନ୍ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.