4 ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ । 5 କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
Publicidade
Publicidade