11 ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ । 12 ଆମେ ତମ୍କେ ସାଆସ୍ ଦେଇରଇଲୁ, ଦୁକ୍ ସାରାଇରଇଲୁ, ଆରି ପରମେସର୍ଟାନେ ଟିକ୍ସଙ୍ଗ୍ ଚଲାଚଲ୍ତି ଅଇ ବଁଚ୍ବାକେ ବାବୁଜିଆ କର୍ତେରଇଲୁ । ପର୍ମେସର୍ ଜେ କି ତାର୍ ରାଇଜେ ଆରି ତାର୍ ମଇମା ଟାନେ ମିସିରଇବାକେ ତମ୍କେ ଡାକ୍ଲାନି ।
Publicidade
୧ମ ତେସଲନିକିୟ 2
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.