21 ପର୍ମେସର୍ ଟାନେ ବାଉଡ ବଲି ମୁଇ ତାକେ ଜାଗ୍ଲି, ମାତର୍ ତାର୍ ବେସିଆ କାମ୍ କର୍ବାକେ ସେ ମନ୍ କଲା । 22 ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି ।
Publicidade