22 ସେ ନଅରେ ମୁଇ ଗଟେକ୍ ମିସା ମନ୍ଦିର୍ ଦେକିନାଇ । କାଇକେବଇଲେ, ତାର୍ ମନ୍ଦିର୍ ରଇଲା ମାପ୍ରୁ ପର୍ମେସର୍ । ଜେ କି ସବୁର୍ ଉପ୍ରେ ଆଚେ, ଆରି ମେଣ୍ଡାପିଲା । 23 ସେ ନଅର୍ ଉପ୍ରେ ଉଜଲ୍ ଦେବାକେ ବେଲ୍ କି ଜନ୍ ଦର୍କାର୍ ନ ରଇଲା । କାଇକେବଇଲେ, ପର୍ମେସରର୍ ମଇମା ତେଇ ଉଜଲ୍ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍ ବତି ରଇଲା ।
Publicidade
Publicidade