16 ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି । 17 ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।
Publicidade
ପର୍କାସିତ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.