ସୁକଲ୍ଆତ୍ମା ଆଇବାଟା
1 ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ ।
12 ଏନ୍ତି ବଲି ସେମନ୍ ବେସି କାବାଅଇଗାଲାଇ । ଆରି ସେମନର୍ ବୁଦି ଆଜି ଗାଲା । ଆରି ତାକର୍ ତାକର୍ ବିତ୍ରେ "ଏଟା କେନ୍ତାର୍ ଅଇଲା ତେବେ ?" ବଲି ସବୁ ବେଲେ ପାଚାର୍ଉଚାର୍ ଅଇତେ ରଇଲାଇ ।