38 ପିତର୍ ସେମନ୍କେ କଇଲା, "ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି । 39 ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।"
Publicidade