14 ୨:୧୪ ଏପିସିୟ ୨:୧୫ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା । 15 ସାସନ୍ କରି ଅଦିକାରେ ରଇବା ସବୁ କାରାପ୍ ଆତ୍ମାମନ୍କେ ସେ ଆରାଇଲା । କିରିସ୍ଟ କୁରୁସ୍କାଟେ ମଲାକେ, ସେ ସବୁ ସାସନ୍କାରିଆମନ୍କେ ଆରାଇଲା ବଲି ଦେକାଇଲା ।