ନୁଆ ଜିବନର୍
18 ୩:୧୮ ଏପିସିୟ ୫:୨୨; ୧ ମ ପିତର୍ ୩:୧ ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
19 ୩:୧୯ ଏପିସିୟ ୫:୨୫; ୧ ମ ପିତର୍ ୩:୭ ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।