33 ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା । 34 ସେ ପାଚାର୍ଲା, "ତାକେ କନ୍ତି କବର୍ ଦେଇଆଚାସ୍ ?"
ସେମନ୍ ତାକେ କଇଲାଇ, "ମାପ୍ରୁ ଆସିଦେକା ।"
35 ଜିସୁ କାନ୍ଦ୍ଲା ।