38 ସେବେଲାଇ ସେ କଇଲା, "ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।" ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
39 ଜିସୁ କଇଲା, "ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।"