4 ନଇଲେ ସିଲଅତେଇ ରଇଲା ଜନ୍ ଅଟ୍ର ଲକର୍ ଉପ୍ରେ ବଡ୍ ଗର୍ ଅଦ୍ରି ମରିଜାଇ ରଇଲା, ସେମନ୍ ତେବେ ? ତମେ ସେମନ୍କେ ଜିରୁସାଲାମର୍ ବିନ୍ ଲକ୍ମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି ? 5 ନାଇ, ମୁଇ ତମ୍କେ କଇଲିନି, ପାପେଅନି ମନ୍ ନ ବାଦ୍ଲାଇଲେ ତମେସବୁ ଲକ୍ ସେନ୍ତି କୁରୁପ୍ନାସ୍ ଅଇଜାଇସା ।"
Publicidade