26 ୧୪:୨୬ ମାତିଉ ୧୦:୩୭"ଜେ ମର୍ ଲଗେ ଆସିକରି ନିଜର୍ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍କେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । 27 ୧୪:୨୭ ମାତିଉ ୧୦:୩୮;୧୬:୨୪; ମାର୍କ ୮:୩୪; ଲୁକ୍ ୯:୨୩ଗଟେକ୍ ଲକ୍ ମର୍ ପଚେ ପଚେ ଇଣ୍ଡ୍ବାର୍ଆଲେ, ତାକେ ଦିଆଅଇଲା କୁରୁସ୍ ବଇକରି ନ ଇଣ୍ଡେ ବଇଲେ, ସେ କେବେ ମର୍ ସିସ୍ ଅଇନାପାରେ ।