26 ୨୨:୨୬ ମାତିଉ ୨୩:୧୧; ମାର୍କ ୯:୩୫୨୨:୨୬ ମାତିଉ ୨୦:୨୫-୨୭; ମାର୍କ ୧୦:୪୨-୪୪ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ । 27 ୨୨:୨୭ ଜଅନ୍ ୧୩:୧୨-୧୫ଏ ଦୁନିଆର୍ ଇସାବେ, ବସିକରି କାଇବା ଲକ୍ ବଡ୍ କି, ବାଟାକରି ଦେବା ଲକ୍ ବଡ୍ ? ବସିକରି କାଇବା ଲକ୍ ସେ ବଡ୍ ଅଇସି । ମାତର୍ ମୁଇ ସେନ୍ତି ନଇ । ମୁଇ ତମର୍ ବିତ୍ରେ ବାଟାକରି ଦେବା ଲକର୍ ପାରା ।