ଜିସୁର୍ ଆନିଦାଦିମନର୍ ଇସାବ୍
23 ଜିସୁ ପର୍ମେସରର୍ କାମ୍ ଆରାମ୍ କଲାବେଲେ ତାକେ ତିରିସ୍ ବରସ୍ ଅଇରଇଲା । ଲକ୍ମନର୍ ବାବ୍ନା ଇସାବେ, ଜିସୁ ଜସେପର୍ ପଅ, ଜସେପ୍ ଏଲିର୍ ପଅ । 24 ଏଲି ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, ଲେବି ମଲ୍କିର୍ ପଅ, ମଲ୍କି ଜନୟର୍ ପଅ, ଜନୟ ଜସେପର୍ ପଅ, 25 ଜସେପ୍ ମତିତିଆର୍ ପଅ, ମତିତିଆ ଅମସର୍ ପଅ, ଅମସ୍ ନାଉମର୍ ପଅ, ନାଉମ୍ ଏସ୍ମିର୍ ପଅ, ଏସ୍ମି ନଗୟର୍ ପଅ, 26 ନଗୟ ମଅତର୍ ପଅ, ମଅତ୍ ମତିତିଆର୍ ପଅ, ମତିତିଆ ସମଇର୍ ପଅ, ସମୟି ଜସେକର୍ ପଅ, ଜସେକ୍ ଜଦାର୍ ପଅ, 27 ଜଦା ଜଅନର୍ ପଅ, ଜଅନ୍ ରେସାର୍ ପଅ, ରେସା ଜିରୁବାବେଲର୍ ପଅ, ଜିରୁବାବେଲ୍ ସିଅଲ୍ତିଏଲର୍ ପଅ, ସଅଲ୍ତିଏଲ୍ ନେରିର୍ ପଅ, 28 ନେରି ମଲ୍କିର୍ ପଅ, ମଲ୍କି ଅଦିର୍ ପଅ, ଅଦି କସାମର୍ ପଅ, କସାମ୍ ଏଲୁଦାନର୍ ପଅ, ଏଲୁଦାନ୍ ଏରର୍ ପଅ, 29 ଏର ଜିୟସୁଅର୍ ପଅ, ଜିୟସୁଅ ଏଲିଏଜର୍ ପଅ, ଏଲିଏଜ୍ ଜରିମର୍ ପଅ, ଜରିମ୍ ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, 30 ଲେବି ସିମିୟନର୍ ପଅ, ସିମିୟନ୍ ଜିଉଦାର୍ ପଅ, ଜିଉଦା ଜସେପର୍ ପଅ, ଜସେପ୍ ଜନାମର୍ ପଅ, ଜନାମ୍ ଏଲିଆକିମର୍ ପଅ, 31 ଏଲିଆକିମ୍ ମଲାଅର୍ ପଅ, ମଲାଅ ମନାର୍ ପଅ, ମନା ମତତାର୍ ପଅ, ମତତା ନାତନର୍ ପଅ, ନାତନ୍ ଦାଉଦର୍ ପଅ, 32 ଦାଉଦ୍ ଜିୟସୁଅର୍ ପଅ, ଜିୟସୁଅ ଆବେଦର୍ ପଅ, ଆବେଦ୍ ବୟଜର୍ ପଅ, ବୟଜ୍ ସେଲଅର୍ ପଅ, ସେଲଅ ନଅସନର୍ ପଅ, 33 ନଅସ୍ ଅମିନାଦାବର୍ ପଅ, ଅମିନାଦାବ୍ ଅଦ୍ମିନର୍ ପଅ, ଅଦ୍ମିନ୍ ଅର୍ନିର୍ ପଅ, ଅର୍ନିର୍ ଏସ୍ରନର୍ ପଅ, ଏସ୍ରନ୍ ପେରସର୍ ପଅ, ପେରସ୍ ଜିଉଦାର୍ ପଅ, 34 ଜିଉଦା ଜାକୁବର୍ ପଅ, ଜାକୁବ୍ ଇସାକର୍ ପଅ, ଇସାକ୍ ଅବ୍ରାମର୍ ପଅ, ଅବ୍ରାଆମ୍ ତେରଅର୍ ପଅ, ତେରଅ ନାଅର୍ ପଅ, 35 ନାଅର୍ ସରୁଗର୍ ପଅ, ସରୁଗ୍ ରଗୁର୍ ପଅ, ରଗୁ ପେଲଗର୍ ପଅ, ପେଲଗ୍ ଏବର୍ ପଅ, ଏବ ସେଲଅର୍ ପଅ, 36 ସେଲା କଇନାନର୍ ପଅ, କଇନାନ୍ ଆର୍ପାକ୍ସଡର୍ ପଅ, ଆର୍ପାକ୍ସେଡର୍ ସେ ମର୍ ପଅ, ସେମ ନଅର୍ ପଅ, ନଅ ଲାମେକର୍ ପଅ, 37 ଲାମେକ୍ ମିତୁସେଲଅର୍ ପଅ, ମିତୁସେଲଅ ଅନକର୍ ପଅ, ଅନକ୍ ଜାରେଦର୍ ପଅ, ଜାରେଦ୍ ମଅଲେଲର୍ ପଅ, ମଅଲେଲ୍ କେନାନର୍ ପଅ 38 କେନାନ୍ ଏନସର୍ ପଅ, ଏନସ୍ ସେତର୍ ପଅ, ସେତ ଆଦମର୍ ପଅ, ଆଦମ୍ ପର୍ମେସରର୍ ପଅ ।