1 ପଚେ ଜିସୁ ବାର୍ଟା ସିସ୍ମନ୍କେ ରୁଣ୍ଡାଇକରି, ସେମନ୍କେ ସବୁ ଡୁମା ଚାଡାଇବାକେ, ରଗ୍ ନିକ କର୍ବାକେ ବପୁ ଆରି ଅଦିକାର୍ ଦେଲା । 2 ଆରି ସେମନ୍କେ ପର୍ମେସରର୍ ରାଇଜ୍ ଜାନାଇବାକେ ଆରି ରଗ୍ଦୁକା ଅଇରଇବା ଲକ୍ମନ୍କେ ନିକ କର୍ବାକେ ପାଟାଇଲା । 3 ସେମନ୍କେ କଇଲା, "ତମେ ଜିବାବେଲେ ଡାଙ୍ଗ୍ କି ମୁନା କି ରୁଟି, କି ଡାବୁ କାଇଟା ମିସା ନିଆନାଇ । ପିନ୍ଦ୍ଲାଟା ଚାଡିକରି ଆରି ଉଚ୍କା ନିଆନାଇ । 4 ଜେଡେବେଲେ ତମ୍କେ ଜାର୍ ଗରେ ଡାକିନେବାଇ, ସେ ନଅର୍ ଚାଡି ଜିବାଜାକ ତେଇସେ ରୁଆ । 5 ୯:୫ ପେରିତ୍ ୧୩:୫୧୯:୫ ଲୁକ୍ ୧୦:୪-୧୧ଆରି ଜେତେଲକ୍ ତମ୍କେ ନ ମାନତ୍, ସେ ନଅରେଅନି ବାରଇ ଆଇବା ବେଲାଇ, ତାକର୍ ବିରୁଦେ ସାକି ଇସାବେ ତମର୍ ପାଦେଅନି ଦୁଲି ପାପ୍ଡି ଦିଆସ୍ ।"
6 ତେଇଅନି ସିସ୍ମନ୍ ଜାଇକରି ଗାଉଁ ଗାଉଁ ବୁଲି ଗୁଲାଇ ଜାଗାଇ ସୁବ୍ କବର୍ କଇ କଇ ଆରି ଜର୍ଦୁକାର୍ ଲକ୍ମନ୍କେ ନିମାନ୍ କର୍ବାର୍ ଦାର୍ଲାଇ ।
7 ୯:୭ ମାତିଉ ୧୬:୧୪; ମାର୍କ ୮:୨୮; ଲୁକ୍ ୯:୧୯ ଏତ୍କିବିତ୍ରେ ଗାଲିଲିର୍ ମୁକିଅ ରାଜା ଏରଦ୍ ଏ ସବୁ ଅଇରଇବା ବିସଇ ଜାନି କାନାବାନା ଅଇଗାଲା । କାଇକେବଇଲେ ଡୁବନ୍ ଦେଉ ଜଅନ୍ ମଲାତେଇଅନି ଉଟ୍ଲାଆଚେ ବଲି କେ କେ କଇତେରଇଲାଇ । 8 ଆରି, କେ କେ ଏଲିୟ ଦର୍ସନ୍ ଦେଲାଆଚେ ବଲି କଇଲାଇ । ବିନ୍ ଲକ୍ମନ୍ ପୁର୍ବକାଲର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ଉଟି ଆସିଆଚେ ବଲି କଇତେ ରଇଲାଇ । 9 ମାତର୍ ଏରଦ୍ କଇଲା, "ମୁଇ ତା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟାଇଆଚି, ମାତର୍ ଜାର୍ ବିସଇ ଆମେ ଏନ୍ତାର୍ କାତା ସୁନ୍ଲୁନି, ଏ କେ ?" ଆରି ସେ ତାକେ ଦେକ୍ବିବଲି ଚେସ୍ଟା କର୍ତେରଇଲା ।
10 ପଚେ ବାର୍ଟା ସିସ୍ମନ୍ ବାଉଡି ଆସି ଜାଇ ଜାଇଟା କରିରଇଲାଇ, ସେ ସବୁ ଜିସୁର୍ ଲଗେ ବାତାଇଦେଲାଇ । ତେଇଅନି ଜିସୁ ଜେନ୍ତିକି ଲକ୍ମନର୍ଟାନେଅନି ବିନେ ରଇବାକେ ସେମନ୍କେ ବେତ୍ସାଇଦା ନାଉଁର୍ ନଅରେ ଡାକିନେଲା । 11 ମାତର୍ ଲକ୍ମନ୍ ସେଟା ଜାନିକରି ତାକର୍ ପଚେ ପଚେ ଗାଲାଇ । ଜିସୁ ସେମନ୍କେ ମିସା ଆଲାଦ୍କରି ଡାକି ପର୍ମେସରର୍ ରାଇଜର୍ ବିସଇ କଇବାର୍ ଦାର୍ଲା । ଆରି ଜନ୍ ଲକ୍ମନ୍ ନିକ ଅଇବାର୍ ରଇଲା, ସେମନ୍କେ ନିକକଲା ।
12 ଏତ୍କିବିତ୍ରେ ଦିନ୍ ସାରି ରାତିଅଇବାର୍ ଆରାମ୍ ଅଇଲା, ତେଇ ପାଟାଇରଇବା ବାର୍ଟା ସିସ୍ ଜିସୁର୍ଲଗେ ଆସି କଇଲାଇ, "ଲକ୍ମନ୍ ଜାଇକରି ତାକର୍ପାଇ ବାସା ଆରି କାଦିର୍ପାଇ ଚାରିବେଡ୍ତିର୍ ଗାଉଁ ଆରି ଗୁଡାମନ୍କେ କଜତ୍ । ସେଟାର୍ପାଇଁ ତମେ ସେମନ୍କେ ମେଲାନି ଦିଆସ୍ । କାଇକେବଇଲେ ଆମେ ଇତି ମେଲାନ୍ ଜାଗାଇ ଆଚୁ ।"
13 ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇବାକେ ଦିଆସ୍ ।" ସେମନ୍ କଇଲାଇ, "ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ ?" 14 କାଇକେବଇଲେ ସେମନ୍ ଅବ୍କା ମୁନୁସ୍ପିଲାମନ୍ସେ ପାଁଚ୍ ଅଜାର୍ ରଇଲାଇ । ଜିସୁ ସିସ୍ମନ୍କେ କଇଲା, "ଗଟେକ୍ ଗଟେକ୍ ଦାଡି, ପଚାସ୍ ଲକ୍କେ ଲାକା ବସାଆ ।"
15 ତେଇ ସେମନ୍ ସେନ୍ତାରିକରି ଲକ୍ମନ୍କେ ବସାଇଲାଇ । 16 ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା । 17 ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
18 ତରେକ୍ ଜିସୁ ଗଟେକ୍ ଲକ୍ସେ କିନରା ଜାଗାଇ ବସି ପାର୍ତନା କର୍ବାବେଲେ ସିସ୍ମନ୍ ତାର୍ଲଗେ ଆଇଲାଇ, ଆରି ସେ ସିସ୍ମନ୍କେ ପାଚାର୍ଲା, "ମୁଇ କେ ବଲି ଲକ୍ମନ୍ କଇଲାଇନି ?"
19 ୯:୧୯ ମାତିଉ ୧୪:୧,୨; ମାର୍କ ୬:୧୪,୧୫; ଲୁକ୍ ୯:୭,୮ ସେମନ୍ କଇଲାଇ, "କେ କେ ଡୁବନ୍ ଦେଉ ଜଅନ୍, ଆରି କେ କେ ଏଲିୟ, ଆରି କେ କେ ପୁର୍ବର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ମଲାତେଇଅନି ଜିବନ୍ ଅଇଲାଆଚେ ବଲି କଇଲାଇନି ।"
20 ୯:୨୦ ଜଅନ୍ ୬:୬୮,୬୯ ସେ ସିସ୍ମନ୍କେ ପାଚାର୍ଲା, "ମାତର୍ ତମେ ମୁଇ କେ ବଲି ବାବ୍ଲାସ୍ନି ?" ପିତର୍ କଇଲା "ତମେ ପର୍ମେସର୍ ପାଟାଇଲା କିରିସ୍ଟ ।"
21 ତେଇ ଜିସୁ ଏଟା କାକେ ନ କଇବାପାଇ ସେମନ୍କେ ଜାଗ୍ରତ୍କରି ତିଆର୍ଲା । 22 ସେ ସେମନ୍କେ କଇଲା, "ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ଅଇବାର୍ଆଚେ । ପାର୍ଚିନ୍ମନ୍, ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ । ଆରି ତିନ୍ଦିନ୍ ପଚେ ମୁଇ ଆରିତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।"
23 ୯:୨୩ ମାତିଉ ୧୦:୩୮; ଲୁକ୍ ୧୪:୨୭ ସେଡ୍କିବେଲେ ଜିସୁ ସବୁଲକ୍କେ କଇଲା, "ତେବେ କେ ମିସା ମର୍ସଙ୍ଗ୍ ଆଇବାକେ ମନ୍ କର୍ସି, ସେ ନିଜର୍ ମନ୍କଲାଟା ସବୁ ଚାଡିଦେବାର୍ ଆଚେ, ଆରି ସବୁଦିନ୍ ତାର୍ ନିଜର୍ କୁର୍ସ ବଇ ମର୍ ସଙ୍ଗ୍ ଆସ । 24 ୯:୨୪ ମାତିଉ ୧୦:୩୯; ଲୁକ୍ ୧୭:୩୩; ଜଅନ୍ ୧୨:୨୫କାଇକେବଇଲେ, ଜେ ନିଜର୍ ଜିବନ୍ ବଁଚାଇବାକେ ମନ୍ କର୍ସି, ସେ ସେଟା ଆରାଇସି । ମାତର୍ ଜେ ମର୍ପାଇବଲି ଜିବନ୍ ଆରାଇସି, ସେ ସେଟା ରକିଆ କର୍ସି । 25 ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍ ? 26 ତେବେ କେ ମିସା ମର୍ପାଇ ଆରି ମର୍ ବାକିଅର୍ ଲାଜ୍ ଅଇସି, ଜେଡ୍କିବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ନିଜର୍ ଆରି ବାବାର୍, ଆରି ସୁକଲ୍ ଦୁତ୍ମନର୍ ମଇମାସଙ୍ଗ୍ ବାଉଡି ଆଇବି, ସେଡ୍କିବେଲେ ତାର୍ ବିସଇ ନେଇ ଲାଜ୍ଅଇବି । 27 ମାତର୍ ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ରାଇଜ୍ ନ ଦେକ୍ବାଜାକ ଇତି ଟିଆଅଇରଇବା ଲକ୍ମନର୍ ବିତ୍ରେଅନି କେତେଲକ୍, ପର୍ମେସରର୍ ରାଇଜ୍ ଦେକ୍ବାଇ ।"
28 ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା । 29 ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା । 30 ଆରି ଏଦେ ଦେକା ! ସେଦାପ୍ରେ ମସା ଆରି ଏଲିୟ ତାର୍ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲାଇ । 31 ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ । 32 ସେଡ୍କିବେଲେ ପିତର୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ଟାଟିଅଇତେ ସଇଦେଇରଇଲାଇ, ମାତର୍ ସେମନ୍ ଚେତାଅଇ ଜାଗ୍ରତ୍ ଅଇବାକେ, ଜିସୁର୍ ମଇମା ଆରି ତାର୍ସଙ୍ଗ୍ ଦୁଇଲକ୍ ଟିଆଅଇରଇବାଟା ଦେକ୍ଲାଇ । 33 ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍ ଜିସୁକେ କଇବାର୍ ଦାର୍ଲା, "ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ପାଇ ଗଟେକ୍ ।" ମାତର୍ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍ଲା ।
34 ସେ ଏନ୍ତି କଇବାବେଲେ ବାଦଲ୍ ଆସି ସେମନ୍କେ ଡାବିଅଇଦେଲା । ବାଦଲ୍ ଡାବିଦେଲାକେ ସେମନ୍ ଡରିଗାଲାଇ । 35 ୯:୩୫ ମାତିଉ ୩:୧୭;୧୨:୧୮; ମାର୍କ ୧:୧୧; ଲୁକ୍ ୩:୨୨୯:୩୫ ୨ ୟ ପିତର୍ ୧:୧୭,୧୮ଆରି, ବାଦ୍ଲେଅନି ଏନ୍ତି ବାକିଅ ଆଇଲା, "ଏଟାସେ ମର୍ ପିଲା, ଆକେ ମୁଇ ବାଚିଆଚି, ସେ କଇବାଟା ସୁନା ।"
36 ସେ ସବଦ୍ ଅଇଲାପଚେ ଜିସୁ ଗଟେକ୍ଲକ୍ସେ ଡିସ୍ଲା । ଆରି, ସେମନ୍ ଚିମ୍ରା ଅଇରଇଲାଇ, ତେଇ ଜାଇଜାଇଟା ଦେକିରଇଲାଇ, ସେବେଲେ ସେ କାତା କାକେ ନ କଇ, ମନେ ଦାରିରଇଲାଇ ।
37 ଆର୍କର୍ ଦିନେ ଜିସୁ ଆରି ତିନ୍ଟା ସିସ୍ମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲାଇ । ଆରି ସେ ଜାଗାଇ ବେସି ଲକ୍ମନ୍ ତାକର୍ସଙ୍ଗ୍ ବେଟ୍ ଅଇଲାଇ । 38 ଆରି ଦେକା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଆଉଲିଅଇ କଇଲା, "ଏ ଗୁରୁ ମୁଇ ତମ୍କେ ବାବୁଜିଆ କଲିନି, ମର୍ ପିଲାକେ ଅଲପ୍ ଦେକି ଦୟାକରା, କାଇକେବଇଲେ ସେ ମର୍ ଗଟେକ୍ ବଲି ପଅ । 39 ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି । 40 ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍ ସିସ୍ମନର୍ ଲଗେ ଆନି ଗୁଆରି କରିରଇଲି, ମାତର୍ ସେମନ୍ ନାପାର୍ଲାଇ ।"
41 ଜିସୁ କଇଲା, "ଏରେ କରାପ୍ବାଟେ ଜାଇ ବିସ୍ବାସ୍ ନ କଲା ଲକ୍ମନ୍, କେତେ କାଲ୍ ଆରି ମୁଇ ତମର୍ସଙ୍ଗ୍ ମୁର୍ଚି ରଇବି, ପିଲାକେ ଇତି ଦାରିଆସା ।"
42 ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା । 43 ତେଇ କେବେ ଦେକି ନ ରଇବା ପର୍ମେସରର୍ ବପୁ ଦେକି ସବୁଲକ୍ କାବା ଅଇଗାଲାଇ ।
44 ତାର୍ କରିରଇବା ସବୁ କାମର୍ଲାଗି ସବୁଲକ୍ ଚକିତ୍ ଅଇବାବେଲେ ସେ ସିସ୍ମନ୍କେ କଇଲା, "ଏବେ ମୁଇ କାତା ନିମାନ୍କରି କଇଦେଲିନି, ସୁନା । କାଇକେବଇଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ବାସେ ବିସ୍ଦେଲାପାରା ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।" 45 ମାତର୍ ସିସ୍ମନ୍ ସେ କାତା ବୁଜିନାପାର୍ଲାଇ, ଆରି ସେଟା ତାକର୍ଟାନେଅନି ଲୁଚିରଇଲା । ତେବର୍ପାଇ ସେମନ୍ ଏଟା ବୁଜିନାପାର୍ଲେ ମିସା ଜିସୁକେ ପାଚାର୍ବାକେ ଡର୍ତେରଇଲାଇ ।
46 ୯:୪୬ ଲୁକ୍ ୨୨:୨୪ ତରେକ୍ ସିସ୍ମନର୍ ବିତ୍ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ । 47 ମାତର୍ ଜିସୁ ତାକର୍ ମନ୍ବିତ୍ରର୍ କାତା ଜାନିକରି, ଗଟେକ୍ ସାନ୍ ପିଲାକେ ଦାର୍ଲା ଆରି ତାକର୍ ମୁଆଟେ ଟିଆକରି ସେମନ୍କେ କଇଲା, 48 ୯:୪୮ ମାତିଉ ୧୦:୪୦; ଲୁକ୍ ୧୦:୧୬; ଜଅନ୍ ୧୩:୨୦"କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇଁ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।"
49 ତେଇ ଜଅନ୍ କଇଲା, "ଏ ଗୁରୁ, ଆମେ ଗଟେକ୍ ଲକ୍, ତମର୍ ନାଉଁ ଦାରି ଡୁମା ଚାଡାଇବାଟା ଦେକ୍ଲୁ ଆରି ତାକେ ନ କର୍ ବଲି ତେବାଇଲୁ କାଇକେବଇଲେ ସେ ଆମର୍ ଦଲର୍ ଲକ୍ ନଏଁ ।" 50 ମାତର୍ ଜିସୁ ସେମନ୍କେ କଇଲା, "ତେବାଆ ନାଇ, ଜନ୍ଲକ୍ ତମର୍ ବିରଦେ ନାଇ, ସେମନ୍ ତମର୍ ବାଟେ ।"
51 ପଚେ ଜେଡେବେଲେ ଜିସୁର୍ ସର୍ଗେ ଜିବାର୍ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍ ଜିବାକେ ମନ୍କଲା । 52 ସେ ଜିବା ଆଗ୍ତୁ କେତେଟା ଲକ୍ମନ୍କେ ପାଟାଇଲା । ସେମନ୍ ଜାଇକରି ଜିସୁର୍ପାଇ ସବୁ କର୍ବାକେ ସମିରଣିୟମନର୍ ଗଟେକ୍ ଗାଏଁ କେଟ୍ଲାଇ । 53 ମାତର୍ ଜିସୁ ଜିରୁସାଲାମ୍ ଜିବାକେ ମନ୍କଲାଆଚେ ବଲି ଜାନିକରି, ତାକେ ଡାକି ବସାଅତ୍ନାଇ । 54 ଏଟାଦେକି ଜାକୁବ୍ ଆରି ଜଅନ୍ କଇଲାଇ, "ମାପ୍ରୁ ଏଲିୟ ମିସା ଜେନ୍ତି କରିରଇଲା, ୯:୫୪ କେତେଟା ପାଣ୍ଡୁ ଲିପିଟାନେ ଏନ୍ତାରି ଲେକା ଅଏ ନାଇସେନ୍ତାର୍ସେ ଆମେ ବାଦ୍ଲେଅନି ଜଇ ଅଦ୍ରାଇ ସେମନ୍କେ ନାସ୍କର୍ବାକେ ତମେ ମନ୍ କଲାସ୍ନି କି ?"
55 ମାତର୍ ଜିସୁ ବୁଲିକରି ସେମନ୍କେ ଦମ୍କାଇକରି କଇଲା, "ତମେମନ୍ କେନ୍ତାରି ଆତ୍ମାର୍ ଲକ୍, ଏଟା ନାଜାନାସ୍ । ମାପ୍ରୁ ପାଟାଇରଇବା ନର୍ପିଲା ମୁଇ ମୁନୁସ୍ମନର୍ ଜିବନ୍ ନାସ୍ କର୍ବାକେ ନ ଆସି, ରକିଆ କର୍ବାକେ ଆସିଆଚେ ।" 56 ତାର୍ପଚେ ସେମନ୍ ଆରିଗଟେକ୍ ଗାଏଁ ଉଟିଗାଲାଇ ।
57 ସେମନ୍ ଜିବାବେଲେ ବାଟେ ଗଟେକ୍ ଲକ୍ ଜିସୁକେ କଇଲା, "ତମେ ଜନ୍ ଜାଗାଇ ଜାଇସା, ମୁଇ ତମର୍ସଙ୍ଗ୍ ଆଇବି ।"
58 ଜିସୁ ତାକେ କଇଲା, "କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।" କଲିଆ ଆରି ତାର୍ ପିଲାମନ୍ ପାଆରେ ବାସାକରି ରଇବାଇ ।
59 ତାର୍ପଚେ ଜିସୁ ଆରିଗଟେକ୍ ଲକ୍କେ କଇଲା, "ମର୍ସଙ୍ଗ୍ ଆଉ ।" ମାତର୍ ସେ କଇଲା, "ପର୍ତୁମ୍ ଜାଇ ମର୍ ବାବାକେ ଦନ୍ କରିଆଇବାଜାକ ମକେ ଆଦେସ୍ ଦିଆ ।" 60 ମାତର୍ ଜିସୁ ତାକେ କଇଲା, "ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।" 61 ଆରିଗଟେକ୍ ଲକ୍ କଇଲା, "ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।"
62 ମାତର୍ ଜିସୁ ତାକେ କଇଲା, "ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।"