30 ତମେ ତମର୍ ପୁରାପୁରୁନ୍ ମନ୍ ସଙ୍ଗ୍, ପୁରାପୁରୁନ୍ ଆତ୍ମା ସଙ୍ଗ୍, ପୁରାପୁରୁନ୍ ଚିନ୍ତାର୍ ସଙ୍ଗ୍ ଆରି ପୁରାପୁରୁନ୍ ବପୁସଙ୍ଗ୍ ତାକେ ଆଲାଦ୍ କର୍ବାର୍ ଆଚେ । 31 ଆରି ପଚର୍ ମୁକିଅ ଆଦେସ୍ ଅଇଲାନି, ତମେ ନିଜ୍କେ ଆଲାଦ୍ କଲାପାରା ପଡିସାର୍ ଲକ୍କେ ମିସା ଆଲାଦ୍ କରା । ଏ ଦୁଇଟା ଆଦେସ୍ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍ ନାଇ" ବଲି କଇଲା ।