33 ଜିସୁ ଏନ୍ତି କେତେକ୍ କେତେକ୍ ଉଦାଅରଣ୍ ସଙ୍ଗ୍ ସେମନର୍ ବୁଜ୍ବା ବପୁ ଇସାବେ ବାକିଅ ସୁନାଇତେ ରଇଲା, 34 ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।