36 ତାର୍ପଚେ ଜିସୁ ଗଟେକ୍ ସାନ୍ଟା ପିଲାକେ ନେଇକରି ସେମନର୍ ମୁଆଟେ ଟିଆ କରାଇ ସେମନ୍କେ କଇଲା, 37 ୯:୩୭ ମାତିଉ ୧୦:୪୦; ଲୁକ୍ ୧୦:୧୬; ଜଅନ୍ ୧୩:୨୦"କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।"
Publicidade