Publicidade

Mateus 1

20 ସେ ଏନ୍ତି ଉପାଇ ପାଁଚ୍‌ଲା ବେଲେ, ଜସେପ୍‌କେ ଗଟେକ୍‌ ପର୍‌ମେସରର୍‌ ଦୁତ୍‌ ସପ୍‍ନେ ଦେକାଇ ଅଇ କଇଲା, ଏ ଦାଉଦର୍‌ ନାତିର୍‌ ତିତି ଜସେପ୍‌, ଡର୍‌ନାଇ । ମରିୟମ୍‌କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍‌ ଆତ୍‌ମାଇ ଅନି ସେ ଗାଗ୍‌ଡେ ଅଇଲାଆଚେ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-22_10-02-25-