23 ଜିସୁ ପାସ୍ଲି କରି କଇଲା, "ମର୍ ମୁଆଟେଅନି ଦୁରିକେ ଜା ସଇତାନ୍ । ତୁଇ ମର୍ ବାଟ୍ ଚୁଟିଦେଲୁସ୍ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍ ଚିନ୍ତା ମୁନୁସ୍ମନର୍ତେଇଅନି, ପର୍ମେସରର୍ତେଇ ଅନି ନାଇ ।"