ଜିସୁ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଲା
24 ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, "ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ ?"
25 ପିତର୍ କଇଲା, "ଦେଇସି ।" ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, "ସିମନ୍, ତମେ କାଇଟା ବାବ୍ଲାସ୍ନି ? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି ?"
26 ପିତର୍ କଇଲା, "ବିନ୍ ଦେସର୍ ଲକ୍ମନର୍ତେଇଅନି ।" ଜିସୁ କଇଲା, "ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍ ? 27 ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।"