36 "ଏ ଗୁରୁ ମସାର୍ ଦରମ୍ ସାସ୍ତରର୍ ନିୟମ୍ ଇସାବେ ସବୁଟାନେଅନି କନ୍ ଆଦେସ୍ ମୁକିଅ ?"
37 ଜିସୁ ତାକେ କଇଲା, "ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା । 38 ଏଟା ଅଇଲାନି ସବୁର୍ଟାନେଅନି ଆଗତୁ ଆରି ମୁକିଅ ଆଦେସ୍ ।"