11 ୨୩:୧୧ ମାତିଉ ୨୦:୨୬,୨୭; ମାର୍କ ୯:୩୫;୧୦:୪୩,୪୪; ଲୁକ୍ ୨୨:୨୬ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର । 12 ୨୩:୧୨ ଲୁକ୍ ୧୪:୧୧;୧୮:୧୪ଜେ ନିଜ୍କେ ବଡ୍ ବଲି କଇସି, ତାକେ ସାନ୍ କରାଅଇସି ଆରି ଜେ ନିଜ୍କେ ସାନ୍ ବଲି ବାବ୍ସି, ତାକେ ବଡ୍ କରାଅଇସି ।"