ସାରାସାରି ଦିନର୍ କସ୍ଟ
15 ଦାନିଏଲ୍ ବବିସତ୍ବକ୍ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍ ଦିନ୍ ତମେ ଆରି ତରେକ୍ ଦେକ୍ସା । ସେଟା ସୁକଲ୍ ଜାଗାକେ ଅସୁକଲ୍ କରିଦେଇସି । ଇତିର୍ ଅରତ୍ କାଇଟା, ପଡ୍ଲା ଲକ୍ ବୁଜା ।