ଜିସୁକେ ଦାରାଇଦେବାକେ ଜିଉଦାର୍ ରାଜି
14 ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା । 15 " ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା ?" ସେମନ୍ ତାକେ ତିରିସ୍ଟା ରୁପାଟାଙ୍ଗା ଏଜିକରି ଦେଲାଇ ।