16 ୪:୧୬ ଗାଲାତିୟ ୩:୭ " ସେଟାର୍ପାଇଁ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।"